କୁକୁଡ଼ା ଭୃଣରୁ ମିଳିଲା ପ୍ଲାଷ୍ଟିକ : ମଣିଷ ଶରୀର ଉପରେ ପଡ଼ିପାରେ ଅନେକ କୁ-ପ୍ରଭାବ

ନୂଆଦିଲ୍ଲୀ: ଭବିଷ୍ୟତରେ ହୁଏତ କୁକୁଡ଼ା ମାଂସ ନଖାଇବା ଭଳି ପରିସ୍ଥିତି ମୁଣ୍ଡ ଟେକିପାରେ। କାରଣ କୁକୁଡ଼ା ଭୃଣରୁ ପ୍ଲାଷ୍ଟିକ ମିଳିଛି। ଭୃଣରେ ପ୍ଲାଷ୍ଟିକ ରହିବା ହେତୁ କୁକୁଡା ଶରୀର ଠିକ ଭାବେ ବିକଶିତ ହୋଇପାରୁନାହିଁ। ଯଦି ଏଭଳି କୁକୁଡ଼ା ମାଂସ ମଣିଷ ଖାଇବ ତେବେ ତାର ଶରୀର ଉପରେ ବି ଏହାର ଖରାପ ପ୍ରଭାବ ପଡ଼ିବ। ଏଭଳି ଆଶ୍ଚର୍ଯ୍ୟଜନକ ରିପୋର୍ଟ ନିକଟ‌ରେ ହୋଇଥିବା ଏକ ଅଧ୍ୟୟନରୁ ସାମ୍ନାକୁ ଆସିଛି।ଅଧ୍ୟୟନର ରିପୋର୍ଟରୁ … Continue reading କୁକୁଡ଼ା ଭୃଣରୁ ମିଳିଲା ପ୍ଲାଷ୍ଟିକ : ମଣିଷ ଶରୀର ଉପରେ ପଡ଼ିପାରେ ଅନେକ କୁ-ପ୍ରଭାବ